Browsing Tag

6 police of capital police station are corona positive

କ୍ୟାପିଟାଲ୍‌ ଥାନାର ୬ ପୋଲିସ କରୋନା ସଂକ୍ରମିତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କ୍ୟାପିଟାଲ୍‌ ଥାନାର ପୁଣି ୬ ଜଣ ପୁଲିସ କରୋନା ଆକ୍ରାନ୍ତ ହୋଇଛ । ଫଳରେ ଥାନାକୁ ସାନିଟାଇଜ୍‌ କରିବା ସହ ମୁଖ୍ୟ ଫାଟକକୁ ବନ୍ଦ କରି ଦିଆଯାଇଛି । ୩ଦିନ ପୂର୍ବରୁ କ୍ୟାପିଟାଲ ଥାନାରେ ଜଣେ କାର୍ଯ୍ୟରତ ମହିଳା କନଷ୍ଟେବଳ କରୋନାରେ ଆକ୍ରାନ୍ତ ହୋଇଥିଲେ । ସୂଚନା…