ଯାଜପୁରରୁ ଆଉ ୪ ଓ ଭଦ୍ରକରୁ ୨ ପଜେଟିଭ ଚିହ୍ନଟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯାଜପୁରରୁ ଆଜି ଆଉ ୪ ଓ ଭଦ୍ରକରୁ ୨ ପଜେଟିଭ ଚିହ୍ନଟ ହୋଇଛନ୍ତି । ଏହି ନୂତନ ପଜିଟିଭକୁ ମିଶାଇ ରାଜ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୯ରେ ପହଞ୍ଚିଛି । ସେହିପରି ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟ ୫୨ରେ ପହଞ୍ଚିଥିବାବେଳେ ଭଦ୍ରକରେ ଏହି ସଂଖ୍ୟା ୨୧ରେ ପହଞ୍ଚିଛି ।…