ଜାପାନ ଉପକୂଳରେ ବୁଡିଗଲା ଗୋରୁ ବୋଝେଇ ଜାହାଜ, ୪୩ କର୍ମଚାରୀ ନିଖୋଜ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜାପାନ ଉପକୂଳରେ ଏକ ମାଲବାହୀ ଜାହାଜ ସାମୁଦ୍ରିକ ବାତ୍ୟାର ସମ୍ମୁଖୀନ ହୋଇ ବୁଡିଯାଇଛି। ଏହି ଜାହାଜରେ ପ୍ରାୟ ୪୩ ଜଣ କର୍ମଚାରୀ ଓ ପ୍ରାୟ ୬ ହଜାର ଗୋରୁ ଥିଲେ। ଖବର ପାଇ ଜାପାନୀ କୋଷ୍ଟ ଗାର୍ଡ ଜଣକୁ ଉଦ୍ଧାର କରିଛି। ଗଲଫ ଲାଇଭଷ୍ଟକ-୧ ନାମକ ଏହି ଜାହାଜଟି ଜାପାନ…