ବଲାଙ୍ଗୀର ଗସ୍ତରେ ୫-ଟି ସଚିବ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଲାଂଗୀର ଗସ୍ତରେ ମୁଖ୍ୟ ଶାସନ ସଚିବ ଓ 5Tସଚିବ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5T ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନଙ୍କ ସମେତ ଏକ ଉଚ୍ଚସ୍ତରୀୟ ସଚିବ ସ୍ତରୀୟ ଟିମ ଗସ୍ତ କରିଛି । ଗସ୍ତ ସମୟରେ 5T ସଚିବଙ୍କ ଉଚ୍ଚସ୍ତରୀୟ ଟିମ ବଲାଙ୍ଗୀର ତୁଷୁରା…