ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ବସି ଖେଳ ଦେଖିଲେ 5T ଅଧ୍ୟକ୍ଷ
ରାଉରକେଲା ସ୍ଥିତ ବିଶ୍ଵର ସର୍ବବୃହତ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିଲା ଇଣ୍ଡିଆ-ନେଦରଲ୍ୟାଣ୍ଡସ ମ୍ୟାଚ୍। ରାଉରକେଲାରେ ଥିବା ବିଶ୍ଵର ସର୍ବବୃହତ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ବସି ଖେଳ ଦେଖିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଦର୍ଶକଙ୍କ ବସି ଖେଳ…