ବିଷ ଦେଇ ୫୮ ଗାଈଙ୍କୁ ହତ୍ୟା କଲା ଚାକର
ପ୍ରତିଶୋଧ ନିଆଁରେ ଲୋକେ ନିଜର ହିତାହିତ ଜ୍ଞାନ ଭୁଲି ଯାଆନ୍ତି। କେଇ କ୍ଷଣରେ ଏମିତି ବଡ ଭୁଲ ଏବଂ ଅଘଟଣ କରି ଦିଅନ୍ତି ଯାହା କଳ୍ପନା ବାହାରେ ଥାଏ। ଏମିତି ଏକ ଘଟଣା ଯେଉଁଠି ଜଣେ ବ୍ୟକ୍ତି ପ୍ରତିଶୋଧ ନେବାକୁ ଯାଇ ପାଣିରେ ବିଷ ମିଶାଇ ୫୮ ଗାଈଙ୍କ ହତ୍ୟା କରିଛି। ପୋଲିସ ମାମଲାର ତଦନ୍ତ କରି…