Browsing Tag

5 thousand meeting in 8 days

ଭାଜପାର ବିଜୟ ସଙ୍କଳ୍ପ ଅଭିଯାନ, ବିଭିନ୍ନ ସ୍ଥାନରେ ୮ ଦିନରେ ହେବ ୫ ହଜାର ସଭା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୧୦ ତାରିଖରୁ ରାଜ୍ୟ ଭାଜପାର ବିଜୟ ସଂକଳ୍ପ ଅଭିଯାନ ଆରମ୍ଭ ହେବ । ୧୦ ରୁ ୧୭ ତାରିଖ, ୮ ଦିନ ମଧ୍ୟରେ ସାରା ରାଜ୍ୟରେ ଦଳ ପକ୍ଷରୁ ୫ ହଜାରରୁ ଉର୍ଦ୍ଧ୍ବ ସଭା କରାଯିବ । ବିଜୟ ସଙ୍କଳ୍ପ ଅଭିଯାନ ମାଧ୍ୟମରେ ଭାଜପା ଲୋକଙ୍କ ପାଖରେ ପହଞ୍ଚିବ । ଦଳ ଦୁଇଟି…