୫ଟି ସଚିବଙ୍କ ଜଗତସିଂହପୁର ଗସ୍ତ; ଗୋଟିଏ ପଟେ ସ୍ୱାଗତ, ଅନ୍ୟପଟେ ବିରୋଧ
ଏପଟେ ସ୍ୱାଗତ ସେପଟେ ବିରୋଧ । ୫ଟି ସଚିବଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତବେଳେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ୫ଟି ସଚିବ ଭିକେ ପାଣ୍ଡିଆାନଙ୍କ କାର୍ଯ୍ୟକଳାପକୁ ନେଇ ଉଭୟ ବିଜେପି ଓ କଂଗ୍ରେସ କଡା ବିରୋଧ କରୁଥିବାବେଳେ ଜଗତସିଂପୁରରେ ବିଜେପି ଖୋଲାଖୋଲି ବିରୋଧ କରିଛି ।…