ଦୁଇ ସ୍ଥାନରେ ବସ୍ ଦୁର୍ଘଟଣା ୫ ଯାତ୍ରୀ ମୃତ, ୧୩ ରୁ ଉର୍ଦ୍ଧ୍ବ ଗୁରୁତର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୁଇଟି ଭିନ୍ନ ଜାଗାରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ୫ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଏଥିସହ ୧୩ରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର ହୋଇଥିବା ଜଣାପଡିଛି ।
ଘଟଣା ମୁତାବକ, ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଆଗରିଆ ଛକ ନିକଟରେ ଭୁବନେଶ୍ୱରରୁ…