୧୭୦ଟଙ୍କା ପ୍ରିମିୟମ ବଦଳରେ ମିଳିଲା ୫ ଲକ୍ଷ ଟଙ୍କାର କ୍ଷତି ପୂରଣ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଗରପଡା ଥାନା ମହାନ୍ତିପଡା ଗାଁର ପାଗୁଳୁ ବେହରା ସମବାୟ ସମିତିରୁ ଋଣ ନେଇଥିଲେ । ଇନସ୍ୟୁରାନ୍ସ ପାଇଁ ମାତ୍ର ୧୭୦ଟଙ୍କା ପ୍ରିମିୟମ ଦେଇଥିଲେ । ହାତୀ ଆକ୍ରମଣରେ ମେ’ ମାସ ୨୯ତାରିଖରେ ପାଗୁଳୁଙ୍କ ମୃତ୍ୟୁ ହେଲା ଆଉ ୬ ମାସ ପରେ ପରିବାର…