ପଢ଼ନ୍ତୁ କ’ଣ କଲେ ସ୍ତ୍ରୀ କୁ ମାସକୁ ମିଳିବ ୪୫,୦୦୦ ଟଙ୍କା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୌଣସି ଦୁର୍ଘଟଣା ବଶତଃ କିଛି ଅଘଟଣ ଘଟିଗଲେ ଆପଣଙ୍କ ଅନୁପସ୍ଥିତିରେ ଘରକୁ ରେଗୁଲାର ଇନକମ୍ ଆସିବ ଓ ଟଙ୍କା ପାଇଁ ଆପଣଙ୍କ ପତ୍ନୀ କାହା ଆଗରେ ନିର୍ଭର ନରହିବେ, ତେବେ ଏହାର ବ୍ୟବସ୍ଥା ଆପଣ ଆଜିଠାରୁ କରିପାରିବେ । ଏଥିପାଇଁ ଆପଣଙ୍କୁ ନ୍ୟାସନାଲ ପେନସନ୍ ଯୋଜନାରେ…