ଭୁବନେଶ୍ୱର ରୁ ରାଜ୍ୟର ୪୧ତମ କରୋନା ଆକ୍ରାନ୍ତ ଚିହ୍ନଟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ରୁ ରାଜ୍ୟର ୪୧ ତମ କରୋନା ଆକ୍ରାନ୍ତ ଚିହ୍ନଟ । ଭୁବନେଶ୍ୱର ୟୁନିଟ-୪ ମଧୁସୂଦନ ନଗରରୁ ଆଉ ଜଣେ ୪୫ବର୍ଷୀୟ କରୋନା ରୋଗୀ ଚିହ୍ନଟ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ କିଏ କିଏ ଆସିଛନ୍ତି ତଦନ୍ତ…