Browsing Tag

4.3 magnitude earthquake hits Gujarat’s Rajkot

ଥରିଲା ଗୁଜରାଟର ରାଜକୋଟ୍‌

ଗୁଜରାଟର ରାଜକୋଟ୍‌ରେ ଅନୁଭୂତ ହୋଇଛି ଭୂମିକମ୍ପ ଝଟ୍‌କା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଛି ୪.୩। ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ଏ ନେଇ ଟ୍ଵିଟ୍‌ କରି କହିଛି ଯେ ରାଜକୋଟ୍‌ର ଉତ୍ତର-ଉତ୍ତର ପଶ୍ଚିମରେ ପାଖାପାଖି ୨୭୦ କିଲୋମିଟର ଦୂରରେ ଭୂମିକମ୍ପ ଝଟ୍‌କା ଅନୁଭବ କରାଯାଇଛି।…