ତୃତୀୟ ଲହରରେ ଶିଶୁ ଓ ଗର୍ଭବତୀଙ୍କ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଭୁବନେଶ୍ୱର AIIMS
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତୃତୀୟ ଲହର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଭୁବନେଶ୍ୱର AIIMS। ଶିଶୁଙ୍କ ପାଇଁ ୨ଟି ୱାର୍ଡରେ ୬୦ଟି ବେଡ଼ ସହ ୭ଟି ଆଇସିୟୁ ପ୍ରସ୍ତୁତ ଥିବା କହିଛନ୍ତି ଭୁବନେଶ୍ୱର ଏମସ ନିର୍ଦ୍ଦେଶିକା। ଯଦି ଦରକାର ହୁଏ ଆଇସିୟୁ ସଂଖ୍ୟା ବଢ଼ିବ। ଶିଶୁଙ୍କ ପାଇଁ ସମସ୍ତ ମେଡିସିନ…