ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, 2 ମୃତ
ଓଡିଶା ଫାଷ୍ଟ : ବାଲେଶ୍ବର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଦାଣ୍ଡକାଳୀ ମନ୍ଦିର ନିକଟରେ ଏକ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇଜଣଙ୍କ ର ମୃତ୍ୟୁ ଘଟିଛି।
ଆମ୍ବୁଲାନ୍ସ ଟି ରୋଗୀକୁ ଛାଡ଼ି ଭୁବନେଶ୍ବରରୁ କୋଲକାତା ଫେରୁଥିବା ବେଳେ ଦାଣ୍ଡକାଳୀ ମନ୍ଦିର ନିକଟରେ…