Browsing Tag

3 arrest

ଦୁଇ କୋଟିରୁ ଅଧିକ ଟଙ୍କାର ବ୍ରାଉନ୍ସୁାଗର ଜବତ, ୩ ଗିରଫ

ଭୁବନେଶ୍ବର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ଏମ୍‌ସ ନିକଟରୁ ୨ କୋଟିରୁ ଅଧିକ ଟଙ୍କା ବ୍ରାଉନ୍‌ସୁାଗର ଜବତ ହୋଇଛି । ଏହାସହିତ ତିନିଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌ । ଗିରଫ ଅଭିଯୁକ୍ତ ହେଲେ ତମାଣ୍ଡୋର ଭାଗିରଥୀ ଭଟ୍ଟ, ଖୋର୍ଦ୍ଧା ବାଲିପାଟଣାର ବିଶ୍ବଜିତ ନାୟକ, ଖଣ୍ଡଗିରି…

୫ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଭୁବନେଶ୍ୱରରୁ ବିପୁଳ ପରିମାଣର ଜବତ ହେଲା ବ୍ରାଉନ ସୁଗାର । ୫ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ ହେବା ସହ ୩ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି ଏସଟିଏଫ ଟିମ୍ । ଗିରଫ ତିନି ଜଣଙ୍କ ମଧ୍ୟରୁ ୨ ଜଣ ତମାଣ୍ଡୋ ଅଞ୍ଚଳର ହୋଇଥିବା ବେଳେ ଜଣେ…

୫ଟନ ଗଞ୍ଜେଇ ଜବତ କରିଲା ଲମତାପୁଟ ପୋଲିସ

ଲମତାପୁଟ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ୫ ଟନ ଗଞ୍ଜେଇ ବଝେଇ ୧୪ ଚକିଆ ଟ୍ରକ ସହ ୩ ଜଣ ଗଞ୍ଜେଇ ମାଫିଆକୁ ଗିରଫ କରିଛି ଲମତାପୁଟ ପୋଲିସ । ଅଭିନବ ଉପାୟରେ ଲୁଣ ବୋଝେଇ ଟ୍ରକ ରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ଲମତାପୁଟ ପୋଲିସ । ବିଶେଷ ସୂତ୍ର ରୁ ଖବର ପାଇ କୋରାପୁଟ ଏସପି ଙ୍କ…

ଠାବ ହେଲା ବାଇକ ରାକେଟ: ୮ ଜବତ, ୩ ଗିରଫ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ପୁଣି ଠାବ ହୋଇଛି ବାଇକ ରାକେଟ । ତେବେ ଏହି ରାକେଟର ୩ ଜଣଙ୍କୁ ଗିରଫ କରାଯାଇଛି । ଏହି ୩ ଲୁଟେରା ସହିତ ଚୋରା ବାଇକ କିଣୁଥିବା ଅଭିଯୋଗରେ ଖଣ୍ଡଗିରି ପୋଲିସ ଜଣଙ୍କୁ ଗିରଫ କରିଛି । ୩ ଲୁଟେରାଙ୍କ ନିକଟରୁ ୮ଟି ବାଇକ ସହିତ…

ବ୍ରାଉନସୁଗାର ଜବତ, 3 ଗିରଫ

ଭଦ୍ରକ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟରେ ପ୍ରତ୍ୟେକ ଦିନ ନିଶା ଦ୍ରବ୍ୟ ଜବତ ହେବା ସହ କାରବାରରେ ସଂପୃକ୍ତ ଥିବା ଲୋକଙ୍କୁ ଗିରଫ କରୁଛି ପୋଲିସ୍। ସେହିପରି ଭଦ୍ରକରେ ମଧ୍ୟ ନିଶା କାରବାର ବଢିବାରେ ଲାଗିଛି। ଅଞ୍ଚଳରେ ମାତିଛନ୍ତି ବ୍ରାଉନସୁଗାର ମାଫିଆ। ଗ୍ରାମାଞ୍ଚଳ ଥାନା ପକ୍ଷରୁ…

ଡକାୟତି ଯୋଜନା ପଣ୍ଡ: ୩ ଗିରଫ, ୩ ଫେରାର

ଡେଲାଙ୍ଗ : ଡେଲାଙ୍ଗ ପୁଲିସ ଡକାୟତି ଯୋଜନା ପଣ୍ଡ କରିବାରେ ସଫଳ ହୋଇଛି। ଏହା ସହିତ ୬ ଜଣ ଡକାୟତଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତ ମାନେ ହେଲେ କଣାସ ଥାନା ଅଞ୍ଚଳ ବଳଭଦ୍ର ପୁର ଗ୍ରାମର ଶିବାଜୀ ପାଇକରାୟ(୩୮), ଡେଲାଙ୍ଗ ଥାନା ଅଞ୍ଚଳ ହରିପୁର ଗ୍ରାମର ବିଶ୍ୱଜିତ…