ଅପରାଧ ସିମ୍ କାର୍ଡ ଜାଲିଆତି: ୩ ଅଭିଯୁକ୍ତ ୫ ଦିନିଆ ରିମାଣ୍ଡରେ ଓଡିଶା ଫାଷ୍ଟ ବ୍ୟୁରୋ May 4, 2022 0 କଟକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): କ୍ରାଇମବ୍ରାଞ୍ଚ ୧୯୬୪୧ ପ୍ରିଆକଟିଭେଟ୍ ସିମ୍ କାର୍ଡ ଜବତ ସହ ୩ ଜଣକୁ ଗିରଫ କରିଥିଲା । ତେବେ ଜାଲିଆତି ସମ୍ପର୍କରେ ଜେରା କରିବା ପାଇଁ ୫ ଦିନିଆ ରିମାଣ୍ଡରେ ୩ ଅଭିଯୁକ୍ତକୁ ଆଣିଛି କ୍ରାଇମବ୍ରାଞ୍ଚ ।