ଖୁବଶୀଘ୍ର ସେବାୟତଙ୍କୁ ମିଳିବ ଦ୍ୱିତୀୟ କିସ୍ତି ସହାୟତା: ଡ଼ା କ୍ରିଷ୍ଣ କୁମାର, ଦେଖନ୍ତୁ ଭିଡ଼ିଓ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍ନାନ ପୂର୍ଣ୍ଣିମା ବିନା ବାଧାବିଘ୍ନ ଏବଂ ସୁରୁଖୁରୁରେ ସମ୍ପନ୍ନ କରିଥିବାରୁ ଶ୍ରୀମନ୍ଦିର ସେବାୟତ, ପୁରୀବାସୀଙ୍କୁ ଧନ୍ୟବାଦ ଜ୍ଞାନପ କରିବା ସହ ଖୁବଶୀଘ୍ର ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଦ୍ୱିତୀୟ କିସ୍ତି ସହାୟତା ମିଳିବ ବୋଲି ଘୋଷଣା କଲେ ଶ୍ରୀମନ୍ଦିର ମୁଖ୍ୟ…