ଦ୍ୱିତୀୟ ଦିନ: ୩୦୫ଜୋନ୍ରେ ହେବ ଗଣତି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଚାୟତ ଭୋଟ୍ ଗଣତିର ଆଜି ଦ୍ୱିତୀୟ ଦିନରେ ରାଜ୍ୟରେ ୩୦୫ ଜୋନରେ ଗଣତି ହେବ । ଗତକାଲି ବ୍ଲକର ଗୋଟିଏ ଲେଖାଏ ଜୋନରେ ଗଣତି ହୋଇଥିଲା । କେବଳ ଭୋଗରାଇ ବ୍ଲକରେ ୨ଟି ଜୋନରେ ଗଣତି ହୋଇଥିଲା । ତେବେ ଆଜି ୫ଟି ଜୋନ୍ ଥିବା ବ୍ଲକର ୨ଟି ଲେଖାଏ ଜୋନରେ ଗଣତି ହେବ । ସକାଳ…