୪୪ନମ୍ବର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଆଜି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହି ଆକ୍ରାନ୍ତ ପଶ୍ଚିମବଙ୍ଗ ମେଦିନୀପୁରରୁ ଆମ୍ବୁଲାନ୍ସ ଯୋଗେ ଆସି ଭୁବନେଶ୍ୱର କିମ୍ସ ହସ୍ପିଟାଲରେ କରୋନା ଚିକିତ୍ସିତ ହେଉଥିବା ରାଜ୍ୟର ୪୪ ନମ୍ବର ପଜିଟିଭ ବ୍ୟକ୍ତି ସୁସ୍ଥ ହେବାପରେ ତାଙ୍କର ମୃତ୍ୟୁ…