Browsing Tag

29 state police will get medals

ରାଜ୍ୟର ୨୯ ଜଣ ପୋଲିସ ଆଜି ପାଇବେ ସେବା ପଦକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜାତୀୟ ପୋଲିସ ପଦକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଅଠର ଆମ ରାଜ୍ୟରୁ ୨୯ ଜଣଙ୍କୁ ମିଳିବ ପୋଲିସ ପଦକ । ସେମାନଙ୍କ ମଧ୍ୟରୁ ୧୪ ଜଣ ପୋଲିସ ପ୍ରଶଂସନୀୟ ସେବାପଦକ, ୪ଜଣ ପୋଲିସ ଙ୍କୁ ଉଲ୍ଲେଖନୀୟ ସେବା ପଦକ ଓ ୧୧ ଜଣଙ୍କୁ ପୋଲିସ ସାହସିକତା ପଦକ ମିଳିବ ।…