CBI ନିର୍ଦ୍ଦେଶରେ ବାହାନଗା ଟ୍ରେନ ଦୁର୍ଘଟଣାର ୨୮ ଅଚିହ୍ନା ମୃତଦେହର ହେବ ଅନ୍ତିମ ସଂସ୍କାର
ଭୁବନେଶ୍ୱର(ଓଡିଶା ଫାଷ୍ଟ ବ୍ୟୁରୋ): ବାହାନଗା ଟ୍ରେନ ଟ୍ରାଜେଡ଼ି ଘଟଣାରେ ଏଯାଏ ଚିହ୍ନଟ ହୋଇନି ୨୮ ମୃତଦେହ। ଏହି ଚିହ୍ନଟ ହୋଇନଥିବା ୨୮ ମୃତଦେହର କରାଯିବ ଅନ୍ତିମ ସଂସ୍କାର । ତେବେ ୨୮ ମୃତଦେହର ଅନ୍ତିମ ସଂସ୍କାର ପାଇଁ ପୂର୍ବରୁ ଜିଲ୍ଲାପାଳଙ୍କୁ CBI ଚିଠି କରିଥିଲା । ଆଉ CBIର ଚିଠି ପରେ…