ତାଜମହଲ କୁ ଘେରିଲା ପାଣି , ଉତ୍ତର ପ୍ରଦେଶ ରେ ୨୭ ଜଣ ମୃତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲଗାଣ ବର୍ଷା ଯୋଗୁଁ ଉତ୍ତର ପ୍ରଦେଶରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ବର୍ଷା ର ପ୍ରଭାଵ ରେ ତାଜମହଲ ର ଚତୁର୍ପାଶ୍ୱ ପାଣି ରେ ପରିପୂର୍ଣ୍ଣ ହୋଇଯାଇଛି । ଯାହାକି ଏକ ନଦୀର ଭ୍ରମ ସୃଷ୍ଟି କରୁଛି ।
ଆଗ୍ରାରେ ସର୍ବାଧିକ ୫ ଜଣଙ୍କ…