Browsing Tag

24hours of rain

୨୪ ଘଣ୍ଟାରେ ପୁଣି ଲଘୁଚାପ

ଭୁବନେଶ୍ୱର: ପୁଣି ସାରା ରାଜ୍ୟରେ ଦେଖାଦେବ ବର୍ଷା। ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଦକ୍ଷିଣ- ପଶ୍ଚିମ ଦିଗରେ ଅଗ୍ରସର ହେଉଛି ଏହି ଘୂର୍ଣ୍ଣିବଳୟ । ତେବେ ଆସନ୍ତା ୨୪ ଘଣ୍ଟାରେ ଲଘୁଚାପର ରୂପ ନେବା ନେଇ ସମ୍ଭାବନା ରହିଛି । ଏହା  ପ୍ରଭାବରେ ରାଜ୍ୟରେ…

କାଲିଠୁ ବଢିବ ବର୍ଷା, ଦୁଇ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ଦକ୍ଷିଣ ଝାଡ଼ଖଣ୍ଡ ଓ ତାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାସହ ମୌସୁମୀ ସକ୍ରିୟ ରହିଥିବା ବେଳେ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ସହ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା…

ଲଘୁଚାପ ପ୍ରଭାବ, ଆଉ ୨୪ ଘଣ୍ଟା ବର୍ଷା

ଓଡ଼ିଶା ଫାଷ୍ଟ(ବ୍ୟୁରୋ) : ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇଯାଇଛି। ଗତକାଲିର ଲଘୁଚାପ କ୍ଷେତ୍ର ଆଜି ଓଡ଼ିଶା ଉପକୂଳ ତଥା ତତ୍‌ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି। ଆଗାମୀ ୪୮ ଘଣ୍ଟାରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ…