ବିଜେଡ଼ିର ପରିଚୟ ନବୀନ, ଏହା ଏକ ଭ୍ରାନ୍ତ ଧାରଣା: ମୁଖ୍ୟମନ୍ତ୍ରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡ଼ିର ପରିଚୟ ନବୀନ, ଏହା ଏକ ଭ୍ରାନ୍ତ ଧାରଣା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡିର ୨୩ତମ ପ୍ରତିଷ୍ଠା ଦିବସ ଅବସରରେ ବିଜେଡ଼ି କାହାର ଜାଗିରି ନୁହେଁ ବୋଲି କହିଛନ୍ତି ନବୀନ ।
ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…