ବିଜେଡିର ନିର୍ବାଚନ ପର ସର୍ଭେ ରିପୋର୍ଟ, ପଢନ୍ତୁ ବିଜେଡି କରିଛି କେତେ ଆକଳନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶାର ସମସ୍ତ ନିର୍ବାଚନ ସମାପ୍ତ ହେବାପରେ ବିଜେଡି ପକ୍ଷରୁ ନିର୍ବାଚନ ସର୍ଭେ କରାଯାଇଥିଲା । ଏହାର ରିପୋର୍ଟ ମୁତାବକ ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେଡି ଖାତାକୁ ୧୬ ଟି ଆସନ ଯିବାର ସମ୍ଭାବନା ଅଛି । ବାକି ଥିବା ୫ଟି ଲୋକସଭା ଆସନ ଯେଉଁଠାରେ ବିଜେଡି ଓ ବିଜେପି…