Browsing Tag

2019 general election

ବେଗୁନିଆରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ’ ରେ ହଜାର ହଜାର ଜନ ସମାଗମ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଢ଼େଙ୍କାନାଳରୁ ପ୍ରଚାର ସାରି ଫେରିବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୁରୁବାର ଅପରାହ୍ନରେ ଖୋର୍ଦ୍ଧା ଜିଲା ବେଗୁନିଆଠାରେ ଆୟୋଜିତ ରୋଡ୍‌ ଶୋ’ରେ ସାମିଲ ହୋଇଥିଲେ । ହେଲିକାପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ଆସି ବେଗୁନିଆରେ ପହଞ୍ଚିବା ପରେ ହାଇଟେକ୍‌ ବସ୍‌ରେ…

କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀ ବିଜେଡି, ବିଜେପି ପ୍ରାର୍ଥୀଙ୍କୁ ଭାରି ପଡ଼ିବ ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଉପରେ ରାଜନୈତିକ ଦଳଗୁଡ଼ିକର ଫୋକସ୍‌ ରହିଛି । କେନ୍ଦ୍ରାପଡ଼ା ଜିଲାରେ ୪ର୍ଥ ତଥା ଶେଷ ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ଏହି କେନ୍ଦ୍ରାପଡ଼ା ଲୋକ ସଭା ନିର୍ବାଚନମଣ୍ଡଳୀ ଅଧୀନ ୭ ବିଧାନସଭା ଆସନରେ…

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ପଶ୍ଚିମ ଓଡ଼ିଶାରେ ନବୀନଙ୍କ ମାରାଥନ ପ୍ରଚାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚଳାଇଛନ୍ତି ସବୁ ଦଳର ପ୍ରାର୍ଥୀ ଓ ନେତା । ୧୮ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଥିବା ବେଳେ ନିଜ ସପକ୍ଷରେ ଜନମତ ସୃଷ୍ଟି କରିବାକୁ ସମସ୍ତେ ବଳ କହୁଛନ୍ତି । ଏଥର ନିର୍ବାଚନରେ ବିଜେଡ଼ିର ପ୍ରଚାର ମଙ୍ଗ…

ଓଡ଼ିଶାର ୪ ଲୋକସଭା ଓ ୨୮ ବିଧାନସଭା ପାଇଁ ଚାଲିଛି ମତଦାନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶାରେ ୪ଟି ଲୋକସଭା ଆସନ ଓ ୨୮ଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହୋଇଛି । ୨୦୧୪ ନିର୍ବାଚନରେ ସେହି ୪ଟି ଯାକ ଲୋକସଭା ଆସନ ବିଜେଡି ଜିତିଥିଲା । ୨୦୧୯ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଲୋକସଭା ଆସନ ଗୁଡିକ ହେଲା…

ବିଜେଡ଼ି କଲା ମ୍ୟାନେଜ,ଓହରିଲେ ସିପ୍ରା, ଶଶୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବେ କିଶୋର ଓ ସିପ୍ରା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡିର ମ୍ୟାନେଜ ଷ୍ଟେଟଜି ଯୋଗୁଁ କେନ୍ଦ୍ରାପଡା ରାଜନୈତିକ ଅସନ୍ତୁଷ୍ଟତା ଝଡ଼ ଥମିଯାଇଛି । ବିଜେଡି ଶଶୀଭୂଷଣଙ୍କୁ ପ୍ରାର୍ଥୀ ଭାବେ ଚୟନ କରିବା ପରେ କେନ୍ଦ୍ରାପଡା ବର୍ତ୍ତମାନର ବିଧାୟକ କିଶୋର ତରାଇ ଓ ପୂର୍ବତନ ବିଧାୟକ ସିପ୍ରା ମଲ୍ଲିକଙ୍କ ମଧ୍ୟରେ ତୀବ୍ର…

କାଲି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ, ୭୨୩୩  ବୁଥରେ ହେବ ମତଦାନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୧୧ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ସେଥିପାଇଁ ମଙ୍ଗଳବାର ଅପରାହ୍ନ ୫ଟା ସୁଦ୍ଧା ନିର୍ବାଚନ ପ୍ରଚାର ଶେଷ ହୋଇଛି । ମତଦାନ ପରିଚାଳନା କରିବା ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ହୋଇଥିବା ପ୍ରସ୍ତୁତି…

ଦ୍ୱିତୀୟ ପର୍ଯ୍ୟାୟ ନାମାଙ୍କନ ଦାଖଲ ଶେଷ: ୩୫ ବିଧାନସଭା ପାଇଁ ୩୦୫, ୫ ଲୋକସଭା ପାଇଁ ୪୫ ପ୍ରାର୍ଥୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିବା ବେଳେ ରାଜ୍ୟରେ ମୋଟ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବ ବୋଲି ସ୍ଥିର ହୋଇଛି । ଏଥିଲାଗି ସବୁଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଥିବା ବେଳେ ଇତିମଧ୍ୟରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନାମାଙ୍କ ଦାଖଲ ଶେଷ ହୋଇଛି । ଆଜି…

ନୟାଗଡ଼ରୁ ପ୍ରଚାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ୨୧ ରୁ ୨୧ ଲୋକସଭା ଜିତିବ ବିଜେଡି

ଓଡ଼ିଶା ଫାଷ୍ଟ(ବ୍ୟୁ): ଆଜିଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ନିର୍ବାଚନର ପ୍ରଚର ମଙ୍ଗ ଧରିଛନ୍ତି । ଆସନ୍ତା ସାଧାରଣ ନିର୍ବାଚନର ଷ୍ଟାର ପ୍ରଚାରକ ଭାବେ ବିଜେଡିର ପ୍ରଚାରକାର୍ଯ୍ୟ ନୟାଗଡରୁ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ…

ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ କରିବାକୁ ଦାବି କଲା ବିଜେପି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଗତକାଲିଠାରୁ ନିର୍ବାଚନ ଆଚରଣ ବିଧି ଲାଗୁ କରାଯାଇଛି । ଏହାଦ୍ୱାରା ପଲିଟିକାଲ ପାର୍ଟି ପକ୍ଷରୁ କୌଣସି ବିଜ୍ଞାପନ ହୋଡିିଂ ଲଗାଯାଇ ନପାରିବା ନିୟମ ରହିଥିବା ବେଳେ କୌଣସି ଶାସକ ଦଳ ସରକାରୀ ଯୋଜନାଗୁଡ଼ିକର ବିଜ୍ଞାପନ ମଧ୍ୟ…

ରାଜନୀତି ପାଇଁ ୧୯ରେ ଅଫିସର ଲଢ଼େଇ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଗକୁ ସାଧାରଣ ନିର୍ବାଚନ । ଓଡ଼ିଶାରେ ବିଧାନସଭା ସାଙ୍ଗକୁ ଲୋକସଭା ନିର୍ବାଚନ । ତେଣୁକରି କିଏ କେଉଁ ଆସନରୁ ବାଜି ମରିବ ସେଥିପାଇଁ ଅଙ୍କକସା ଆରମ୍ଭ ହୋଇଗଲାଣି । ଏବେ ସମସ୍ତଙ୍କ ନଜର ଭୁବନେଶ୍ୱର ଲୋକସଭା ଆସନରେ କିଏ କେଉଁ ଦଳରୁ ପ୍ରାର୍ଥୀ ହେବେ । ନିର୍ବାଚନୀ…