Browsing Tag

2019 general election

ପଢନ୍ତୁ ରାଜ୍ୟର କେଉଁ ୬୩ଟି ସ୍ଥାନରେ ହେବ ମତ ଗଣନା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା କାଲି ପ୍ରକାଶ ପାଇବ ମନ୍ତ୍ରୀ ଓ ନେତାଙ୍କ ଇଭିଏମରେ ବନ୍ଦ ହୋଇ ରହିଥିବା ଭାଗ୍ୟ ଭବିଷ୍ୟତ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ନିର୍ବାଚନୀ ଫଳାଫଳ ଘୋଷଣା ପାଇଁ ୩୦ଟି ଜିଲ୍ଲାରେ ୬୩ଟି କେନ୍ଦ୍ରରେ ହେବ ଭୋଟ…

ବୁଥବାହୁଡ଼ା ମତ, ସଂଖ୍ୟାଗରିଷ୍ଠତା ପାଇବ ବିଜେପି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନର ସପ୍ତମ ବା ଶେଷ ପର୍ଯ୍ୟାୟ ନିର୍ବାଚନ ରବିବାର ସମାପ୍ତ ହୋଇଛି । ଆସନ୍ତା ୨୩ ତାରିଖରେ ଫଳାଫଳ ପ୍ରକାଶ ପାଇବ । ତେବେ ନିର୍ବାଚନ ଶେଷ ହେବା ପରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ବୁଥ୍‌ବାହୁଡ଼ା ମତ ପ୍ରକାଶ କରାଯାଇଛି । ସର୍ବଭାରତୀୟ…

ଆଜି ଶେଷ ପର୍ଯ୍ୟାୟ ଭୋଟ, ୭ ରାଜ୍ୟର ୫୯ ଆସନରେ ଚାଲିଛି ମତଦାନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ସାଧାରଣ ନିର୍ବାଚନର ଶେଷ ତଥା ସପ୍ତମ ପର୍ଯ୍ୟାୟ ପାଇଁ ଆଜି ସକାଳୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟ୍ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଏହି ପର୍ଯ୍ୟାୟରେ ୭ଟି ରାଜ୍ୟ ଏବଂ ଗୋଟିଏ…

୧୨ ରୁ ୧୪ ଲୋକସଭା ଆସନ ଜିତିବ ବିଜେପି: ଦାମ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିଜ ତୁଣ୍ଡ ପାଇଁ ରାଜନୈତିକ ମହଲରେ ଓ ଗଣମାଧ୍ୟମରେ ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଡା ଦାମୋଦର ରାଉତ ବିଜେପିରେ ଯୋଗଦାନ କରିବା ପରେ ହଠାତ ଚୁପ ହୋଇଯାଇଥିଲେ । ତାଙ୍କ ତୁଣ୍ଡରୁ ବିଶେଷ କିଛି ଶୁଣିବାକୁ ମିଳୁନଥିଲା ।…

ଯାଜପୁର ଜିଲ୍ଲା ରାଜନୀତି, ପୂର୍ବତନ ମନ୍ତ୍ରୀମାନଙ୍କ ଅବହେଳାକୁ ଅସ୍ତ୍ର କରିଛନ୍ତି ବିରୋଧୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ନିର୍ବାଚନରେ ଯାଜପୁର ଜିଲ୍ଲାର ବିଭିନ୍ନ ବିଧାନସଭା ଆସନ ପାଇଁ ୪ଜଣ ପୂର୍ବତନ ମନ୍ତ୍ରୀ ସୁକିନ୍ଦାରୁ କଂଗ୍ରେସର ଶରତ ରାଉତ, ବଡଚଣାରୁ ବିଜେଡିର ଅମରପ୍ରସାଦ ଶତପଥୀ, ବିଞ୍ଝାରପୁରରୁ ବିଜେଡିର ପ୍ରମିଳା ମଲ୍ଲିକ ଓ ଯାଜପୁରରୁ ବିଜେଡିର ପ୍ରଣବ ପ୍ରକାଶ ଦାସ…

ବ୍ରହ୍ମଗିରି ୨୨୨ ନଂ. ବୁଥ୍‌ରେ ଇଭିଏମ୍‌ ଭାଙ୍ଗିଦେଲେ ଭୋଟର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗୋଟିଏ ଚିହ୍ନକୁ ଭୋଟ ଦେଲେ ତାହା ଅନ୍ୟ ଦଳକୁ ଯାଉଥିବା ନେଇ ବଡ଼ମ୍ବା ନିର୍ବାଚନ ମଣ୍ଡଳୀର ଏକ ବୁଥ୍‌ରୁ ଅଭିଯୋଗ ଆସିଥିବା ବେଳେ ପୁରୀ ଜିଲା ବ୍ରହ୍ମଗିରି ଅଞ୍ଚଳରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି । ଗୋଟିଏ ଦଳକୁ ଭୋଟ ଦେଲେ ତାହା ଅନ୍ୟ ଦଳକୁ ଯାଉଛି ଏପରି…

ଡବଲ ଇଞ୍ଜିନ ଥିବା ରାଜ୍ୟରେ କାହିଁକି ଲାଇନଚ୍ୟୁତ ହେଲା ବିଜେପି: ନବୀନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭଦ୍ରକ ଜିଲା ଗସ୍ତ କରି ଜିଲାର ବିଭିନ୍ନ ସ୍ଥାନରେ ଦଳୀୟ ବିଧାନସଭା ପ୍ରାର୍ଥୀ ଓ ଲୋକ ସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ୪ଟି ଭିନ୍ନ ଭିନ୍ନ ସ୍ଥାନରେ ପହଞ୍ଚି ଲୋକ ସଭା…

ରାଜ୍ୟ ୩ୟ ପର୍ଯ୍ୟାୟ ନିର୍ବାଚନରେ ଦିନ ୧୧ଟା ସୁଦ୍ଧା ୧୮% ମତଦାନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ୩ୟ ପର୍ଯ୍ୟାୟ ନିର୍ବାଚନରେ ଦିନ ୧୧ଟା ସୁଦ୍ଧା ୧୮% ମତଦାନ ହୋଇଛି । ମୁଖ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ତରଫରୁ ଏନେଇ ସୂଚନା ଦିଆଯାଇ ଯାଇଛି । ରାଜ୍ୟରେ ୬ ଲୋକସଭା ଓ ୪୨ ଟି ବିଧାନସଭା ଆସନ ପାଇଁ ଚାଲିଛି ମତଦାନ । ସେହିପରି ସକାଳ ୯ ଟା ସୁଦ୍ଧା ୬%…

ରଣପୁରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, ମୁଁ ଥିବା ଯାଏଁ କାଳିଆ ଯୋଜନା ବନ୍ଦ ହେବନି: ନବୀନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନୟାଗଡ଼ ଜିଲା ରଣପୁର ନିର୍ବାଚନମଣ୍ଡଳୀ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପହଞ୍ଚି ଦଳୀୟ ନେତାଙ୍କ ପାଇଁ ପ୍ରଚାର କରିଛନ୍ତି । ଏହି ଉପଲକ୍ଷେ ରଣପୁର ପଞ୍ଚୁଦୋଳ ପଡ଼ିଆଠାରେ ଜିଲା ସଭାପତି ରବିନାରାୟଣ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ନିର୍ବାଚନୀ ସଭାରେ…

କେନ୍ଦ୍ରୀୟ ନେତାଙ୍କ ଘନ ଘନ ଓଡ଼ିଶା ଗସ୍ତ, ସରଗରମ ରାଜ୍ୟ ରାଜନୀତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ କେନ୍ଦ୍ରୀୟ ନେତାଙ୍କ ଫୋକସ୍‌ରେ ରହିଛି ଓଡିଶା । ସ୍ବଳ୍ପ ସମୟ ବ୍ୟବଧାନରେ ବିଜେପି ନେତାମାନଙ୍କ ଘନ ଘନ ଓଡ଼ିଶା ଗସ୍ତ ଯୋଗୁ ରାଜ୍ୟ ରାଜନୀତି ସରଗରମ ହୋଇଛି । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଗତ ୧୬ତାରିଖରେ ପ୍ରଧାନମନ୍ତ୍ରୀ…