କଂଗ୍ରେସ ଘୋଷଣା କଲା ପ୍ରାର୍ଥୀ ତାଲିକା , ବେଗୁନିଆରୁ ଲଡିବେ ପୃଥ୍ଵୀବଲ୍ଲଭ, କଟକରୁ ପଞ୍ଚାନନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମଙ୍ଗଳବାର ରାତି ପ୍ରାୟ ଗୋଟାଏ ସମୟରେ କଂଗ୍ରେସ ତରଫରୁ ୨ଲୋକସଭା ଓ ୯ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି ।
କଂଗ୍ରେସର ୨ ଲୋକସଭା ପ୍ରାର୍ଥୀ ହେଲେ:
ଯାଜପୁର: ମାନସ ଜେନା
କଟକ: ପଞ୍ଚାନନ କାନୋନଗୋ
କଂଗ୍ରେସର ୯ ବିଧାନସଭା ପ୍ରାର୍ଥୀ ହେଲେ:…