ପୁଣି ବଦଳିବ ପାଟକୁରା ନିର୍ବାଚନ ତାରିଖ !
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଟକୁରା ବିଧାନସଭା ଆସନ ପାଇଁ ଆସନ୍ତା ୧୯ ତାରିଖରେ ନିର୍ବାଚନ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଫନୀ ଯୋଗୁ ନିର୍ବାଚନକୁ ୬୦ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି । କିନ୍ତୁ ମେ ୨୩ ପୂର୍ବରୁ ନିର୍ବାଚନ ଶେଷ କରିବାକୁ ବିଜେପି ଦାବି କରିଥିବା ବେଳେ ଫନୀ ଯୋଗୁ…