୨୦୧୯, ୨୦ ଆର୍ଥିକବର୍ଷ ଲାଗି ଚିଠା ବଜେଟ ପ୍ରସ୍ତୁତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୨୮ ତାରିଖରେ ବିଧାନସଭାରେ ୨୦୧୯-୨୦ ଆର୍ଥିକବର୍ଷ ଲାଗି ୧ ଲକ୍ଷ ୩୯ ହଜାର କୋଟିର ବଜେଟ ଉପସ୍ଥାପନ କରାଯିବ । ଏ ନେଇ ଚିଠା ବଜେଟ ପ୍ରସ୍ତୁତ ହୋଇଛି । ଗୁରୁବାର ଅପରାହ୍ନରେ ସଚିବାଳୟଠାରେ ଅନୁଷ୍ଠିତ ବୈଠକରେ ଏହି ବଜେଟକୁ ଅନୁମୋଦନ କରାଯାଇଛି । ମୁଖ୍ୟମନ୍ତ୍ରୀ…