ଆସନ୍ତାକାଲିଠାରୁ ଆଉ ଚାଲିବନି ୨ ହଜାର ଟଙ୍କିଆ ନୋଟ
୨ହଜାର ବଦଳାଇବା ନେଇ ବଡ ଖବର ଆସିଛି। ନୋଟ ବଦଳାଇବା ସମୟସୀମା ଉପରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପ୍ରତିକ୍ରିୟା ଦେଇଛି। ଆରବିଆଇ କହିଛି, ୨ହଜାର ଟଙ୍କା ନୋଟ ବଦଳାଇବାର ଶେଷ ତାରିଖ ୩୦ ସେପ୍ଟେମ୍ବର ଅର୍ଥାତ୍ ଆଜି ଶେଷ ହେଉଛି। ଏହି ସମୟ ସୀମାକୁ ଆଉ ବଢାଯିବ ନାହିଁ। ସପ୍ଟେମ୍ବର ୩୦ପରେ…