ସରକାରଙ୍କର ଆଉ ଏକ ବଡ ଘୋଷଣା, ୨୦୦ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମଧୁବାବୁ ପେନସନ ଯୋଜନାରେ ମିଳୁଥିବା ବାର୍ଦ୍ଧକ୍ୟ ଭତ୍ତାକୁ ୨୦୦ ଟଙ୍କା ଵୃଦ୍ଧି କଲେ ମୁଖ୍ୟମନ୍ତ୍ରୀ । ଏହି ଭତ୍ତା ବୃଦ୍ଧି ବିଧବା, ଭିନ୍ନକ୍ଷମ,ବୁଢ଼ାବୁଢ଼ୀ ଓ ଅସହାୟ ମହିଳାଙ୍କ ପାଇଁ ଏକ ଖୁସିର ଖବର ନେଇ ଆସିଛି । ଏଥର ୩ଶହ ଟଙ୍କା ଭତ୍ତା ପାଉଥିବା ହିତାଧିକାରୀମନେ…