Browsing Tag

20 peoples injured

ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିଲା ବସ୍, ୨୦ରୁ ଅଧିକ ଯାତ୍ରୀ ଆହତ

ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିପଡ଼ିଲା ଏକ ଘରୋଇ ବସ୍ । ଫଳରେ ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନା ଅନୁସାରେ, ବାଙ୍କିରୁ ଭୁବନେଶ୍ୱର ଆସୁଥିବା ଲିଙ୍ଗରାଜ ନାମକ ଘରୋଇ ବସ୍ ଖୋର୍ଦ୍ଧା ବାଘମାରି ସିମୋର…