୪୮ ଘଣ୍ଟା ଭିତରେ ଆଇଏଏସ୍ ଅଫିସରଙ୍କ ଦୁଇଥର ବଦଳି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଣେ ମହିଳା ଆଇଏଏସ୍ ଅଫିସରଙ୍କୁ ୪୮ଘଣ୍ଟାରେ ଦୁଇଥର ବଦଳି କରାଯିବା ନେଇ ଚର୍ଚ୍ଚା ଜୋର ଧରିଛି । ଆଇଏଏସ୍ ଅଫିସର ରାଜେଶ୍ବରୀଙ୍କୁ ମନରେଗା କମିଶନ୍ କରାଯାଇଛି। ୪୮ ଘଣ୍ଟା ଭିତରେ ଦୁଇଥର ବଦଳିକୁ ନେଇ ପ୍ରଶାସନିକ ସ୍ତରରେ ମଧ୍ୟ ପ୍ରଶ୍ନ ଉଠିଛି ।
ସୂଚନା ଅନୁଯାୟୀ, ୫…