+୨ ନାମଲେଖା : ୨୦୨୨-୨୩ ଶିକ୍ଷାବର୍ଷରେ ପାଇଁ ୨୦୫୩ ଶିକ୍ଷାନୁଷ୍ଠାନ ପ୍ରସ୍ତୁତ
ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ +୨ ନାମଲେଖା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଗତବର୍ଷ ମାଟ୍ରିକ୍ ପରୀକ୍ଷା ହୋଇ ନ ଥିବାରୁ ରାଜ୍ୟରେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାକୁ…