ମାନବିକତା ବନାମ ମେଡାଲ, ସମ୍ମାନକୁ ସମାନ ଭାଗ କଲେ ଦୁଇ ପ୍ରତିଦ୍ୱନ୍ଦ୍ୱୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କତାରର ମୁତାଜ ବରଶିମ୍ ଓ ଇଟାଲିର ଗିଆନମାର୍କୋ ପରସ୍ପର ମଧ୍ୟରେ ପଦକ ବାଣ୍ଟିଛନ୍ତି । ହାଇଜମ୍ପର ଫାଇନାଲରେ ଉଭୟ ସମାନ ସ୍କୋର କରିଥିଲେ । ଏହି କ୍ଷେତ୍ରରେ ସେମାନଙ୍କୁ ଜମ୍ପ ଅଫ୍ ପ୍ରସ୍ତାବ ଦିଆଯାଇଥିଲା । ୩୦ ବର୍ଷୀୟ ବରଶିମ୍ ଓ ୨୯ ବର୍ଷୀୟ ଗିଆନମାର୍କୋ ୨.୩୭ ମିଟର…