+୨ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଦିନ ଫର୍ମ ପୂରଣ ସୁଯୋଗ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): +୨ ଫର୍ମ ପୂରଣ କରିନଥିବା ଛାତ୍ରଛାତ୍ରୀଙ୍କ ପାଇଁ ଶେଷ ସୁଯୋଗ । ୪୫୦ ଟଙ୍କା ଜରିମାନା ଦେଇ ଆସନ୍ତା ୨୮ ଓ ୨୯ ତାରିଖରେ ଫର୍ମ ପୂରଣ କରିପାରିବେ ଏହି ଛାତ୍ରଛାତ୍ରୀ । ଏହା କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ, କରେସ୍ପୋଣ୍ଡେନ୍ସ ପାଠ୍ୟକ୍ରମର ରେଗୁଲାର,…