୨କରୋନା ପଜିଟିଭ ମଧ୍ୟରୁ ଜଣେ ଏକବର୍ଷର ଶିଶୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଣି ୨କରୋନା ପଜିଟିଭ ଚିହ୍ନଟ । ଏହି ଆକ୍ରାନ୍ତ ଦ୍ବୟ ଝାରସୁଗୁଡ଼ା ଜିଲ୍ଲାର ହୋଇଥିବା ବେଳେ ସେମନଙ୍କ ମଧ୍ୟରେ ଜଣେ ବର୍ଷକର ଶିଶୁ କନ୍ୟା ଥିବା ଜଣାପଡ଼ିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସରୋଜ କୁମାର ସାମଲ ।
ସୂଚନା ଅନୁଯାୟୀ, ଉକ୍ତ…