ହାତୀ ମୃତ୍ୟୁ ପାଇଁ ସେସୁ କୁ କୋଟିଏ ଟଙ୍କାର ଜୋରିମାନା ଲଗାଇଲା ଏନ. ଜି. ଟି ।
ଓଡ଼ିଶା ଫାଷ୍ଟ(ବୁରୋ): ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ. ଜି. ଟି) ଢେଙ୍କାନାଳ ହାତୀ ମୃତ୍ୟୁ ଘଟଣାରେ ସେସୁର ଅବହେଳା ଯୋଗୁଁ ୧ କୋଟି ଟଙ୍କାର ଜୋରିମାନା କରିଛି । ଏନ. ଜି. ଟି ନିଜ ତରଫରୁ ଏକ ମାମଲା ରଜ୍ଜୁ କରିବା ସହ ସେସୁ କୁ ଏହାପାଇଁ ଦାୟି କରିଥିଲା । ଏହି ମାମଲା ଟି ଜଷ୍ଟିସ ଆଦର୍ଶ…