ଉପସ୍ଥାପିତ ହେଲା ୧୯୮୩୩ କୋଟିର ଅତିରିକ୍ତ ବଜେଟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିରୋଧୀଙ୍କ ପ୍ରବଳ ହୋ ହଲ୍ଳା ମଧ୍ୟରେ ଉପସ୍ଥାପିତ ହେଲା ୧୯୮୩୩ କୋଟିର ଅତିରିକ୍ତ ବଜେଟ । ଆଜିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଗୃହରେ ମମିତା ମେହେର ମାମଲାକୁ ନେଇ ପ୍ରବଳ ହୋ ହଲ୍ଲା ହୋଇଥିଲା । ମମିତା…