୧୫ ଜିଲ୍ଲା ପରିଷଦ ସଦସ୍ୟ ଇସ୍ତଫା ପରେ ବିଜେପି କହିଲା, ଦଳରୁ ଏବେ ଅଳିଆ ସଫା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ଝଟ୍କା । ମୟୁରଭଞ୍ଜ ଜିଲ୍ଲାପରିଷଦ ବୈଠକ ପରେ ୧୫ଜଣ ସଦସ୍ୟଙ୍କ ସମୂହ ଭାବେ ଇସ୍ତଫା ଦେଇଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି । କିନ୍ତୁ ପାର୍ଟିକୁ କୌଣସି ଫରକ ପଡିବନି ବୋଲି ବରିଷ୍ଠ ନେତା…