୧୪ଦିନ ବଦଳରେ ୨୮ଦିନ ହେଲା କ୍ୱାରେନଂଟାଇନ୍ ଅବଧି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ କ୍ୱାରେନଂଟାଇନ୍ ଅବଧିକୁ ବୃଦ୍ଧି କରାଯାଇଛି। ଏଣିକିଁ ୧୪ଦିନ ବଦଳରେ ୨୮ଦିନ ପର୍ଯ୍ୟନ୍ତ କ୍ୱାରେନଂଟାଇନ୍ ଅବଧି ବୃଦ୍ଧି କରିବା ନେଇ ଶୁକ୍ରବାର ରାଜ୍ୟ ସରକାରଙ୍କ କୋଭିଡ଼-୧୯ ମୁଖପାତ୍ର ସୁବତ୍ର ବାଗଚୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବାଗଚୀ…