Browsing Tag

13 people were injured

ଭଷ୍ମ ଆଳତୀବେଳେ ମହାକାଳ ମନ୍ଦିରରେ ଲାଗିଲା ନିଆଁ, ,୧୩ ଆହତ

ହୋଲିରେ ଘଟିଲା ଅଘଟଣ । ମହାକାଳ ମନ୍ଦିରରେ ଲାଗିଲା ନିଆଁ । ଭଷ୍ମ ଆଳତୀ ଚାଲିଥିବା ବେଳେ ମଧ୍ୟପ୍ରଦେଶ ଉଜ୍ଜୈନର ମହାକାଳ ମନ୍ଦିରରେ ନିଆଁ ଲାଗିଥିବା ସୂଚନା । ଅଗ୍ନିକାଣ୍ଡରେ ୧୩ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଓ ଅଗ୍ନିଶମ ବାହିନୀ…