ଖାଇକୁ ଖସିଲା ବସ୍; ୧୨ ମୃତ, ୧୪ ଆହତ
ଖାଇକୁ ଖସିଲା ବସ୍ । ଦୁର୍ଘଟଣା ନେଇଛି ୧୨ ଜଣଙ୍କର ଜୀବନ । ଆହତ ହୋଇଛନ୍ତି ୧୪ ଜଣ । ଛତିଶଗଡ଼ ଦୁର୍ଗ ଜିଲ୍ଲା କୁମ୍ଭାରୀ ଖପରି ରୋଡରେ ଏହି ଦୁର୍ଘଟଣା ଘଟିଛି । ଗତକାଲି ରାତିରେ ଖାଇ ଭିତରେ ଖସି ପଡ଼ିଥିଲା ବସ୍ । ଆହତଙ୍କ ଭିତରେ ୮ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି । ଆଗକୁ ମୃତ୍ୟୁ ସଂଖ୍ୟା…