ନିର୍ମାଣାଧିନ ପୋଲ ତଳକୁ ଖସିଗଲା ମିନି ଟ୍ରକ, ୧୨ ମୃତ
ଓଡ଼ିଶାର ଗଞ୍ଜାମ ପରେ ଏବେ ମଧ୍ୟପ୍ରଦେଶର ଦତିଆ ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ନିର୍ମାଣାଧିନ ପୋଲ ତଳକୁ ଯାତ୍ରୀବାହୀ ମିନି ଟ୍ରକ ତଳକୁ ଖସିପଡ଼ିବାରୁ ଏଭଳି ଦୁର୍ଘଟଣା ଘଟିଛି। ଏଥିରେ ୩୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ପୁଲିସ…