ଓଡ଼ିଶାରୁ ୧୧ ପୋଲିସଙ୍କୁ ମିଳିବ ରାଷ୍ଟ୍ରପତି ପଦକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ବର୍ଷ ଓଡ଼ିଶାରୁ ୧୧ ପୋଲିସଙ୍କୁ ମିଳିବ ରାଷ୍ଟ୍ରପତି ପଦକ । ଏହି ପଦକ ଅଗ୍ନି ସେବା, ସାଧାରଣ ସୁରକ୍ଷା ଓ ହୋମ ଗାର୍ଡ କ୍ଷେତ୍ରରେ ପ୍ରଦାନ କରାଯିବ । ଅଗ୍ନି ସେବା କ୍ଷେତ୍ରରେ ଭାରତ ଭୂଷଣ ନାୟକ, ଗୁଣଧର ଜେନା, ବିଜୟ ନାରାୟଣ ପଣ୍ଡା, ତ୍ରିଲୋକ କୁମାର ବାବୁ,…