Browsing Tag

11 person dead due to boat capsized during Ganpati Visarjan

ମଝି ନଈରେ ଡଙ୍ଗା ବୁଡ଼ି, ୧୧ ମୃତ, ୪ନିଖୋଜ, ମୃତକଙ୍କ ପରିବାରକୁ ୪ଲକ୍ଷ ସହାୟତା ରାଶି ଘୋଷଣା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଣେଶ ବିସର୍ଜନ ହେଲା କାଳ । ଚାଲିଗଲା ୧୧ଜଣଙ୍କ ଜୀବନ । ବର୍ତ୍ତମାନ ମଧ୍ୟ ୪ଜଣ ନିଖୋଜ ଅଛନ୍ତି । ଆଜି ପାହାନ୍ତା ୪ଟା ସମୟରେ ମଧ୍ୟପ୍ରଦେଶ ରାଜଧାନୀ ଭୋପାଲର ଖଟଲାପୁରା ମନ୍ଦିର ଘାଟରୁ କିଛି ଲୋକ ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ବାହାରି ଥିଲେ । ନଦୀରେ ପାଣି…