୧୦୪ରୁ ଫୋନ୍ ଆସିଲେ ଯଦି କେହି ଏହାକୁ ଗ୍ରହଣ ନ କରନ୍ତି, ତାହେଲେ ହେବ କାର୍ଯ୍ୟାନୁଷ୍ଠାନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁକାବିଲା ପାଇଁ ରାଜ୍ୟ ସରକାର ଜରୁରୀକାଳୀନ ପାଇଁ ୧୦୪ ହେଲପ୍ ଲାଇନ ନମ୍ବର ବ୍ୟବସ୍ଥା କରିଛନ୍ତି। ଏହି ନମ୍ବରରେ କୋଭିଡ ସଂକ୍ରାନ୍ତରେ ତଥ୍ୟ ମିଳିପାରୁଛି। କିନ୍ତୁ କିଛି ଲୋକ ଏହାକୁ ଅଣଦେଖା କରୁଥିବାରୁ, ରାଜ୍ୟ ସରକାର ଏବେ ଶକ୍ତ ପଦକ୍ଷେପ ନେବାକୁ ଯାଉଛନ୍ତି।…