Browsing Tag

100rupees

୧୦୦ଟଙ୍କା ପାଇଁ ହତ୍ୟା: ଅଭିଯୁକ୍ତ ଗିରଫ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମାତ୍ର ୧୦୦ ଟଙ୍କା ପାଇଁ ହୋଇଥିଲା ହତ୍ୟା। ପାଟଣା ପୋଲିସ ଏହାର ପର୍ଦାଫସ କରିଛି। ସୂଚନାଯୋଗ୍ୟ, କେନ୍ଦୁଝର ଜିଲ୍ଲା ପାଟଣା ଥାନା କରଞ୍ଜିଆପଡ଼ା ଗ୍ରାମରେ ଗତ ରବିବାର ହୋଇଥିବା ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ କରଞ୍ଜିଆପଡା…

You cannot copy content of this page